Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଲାଙ୍ଗିରରେ ପୁଣି ଚାଷୀ ଆତ୍ମହତ୍ୟା

Odisha

ବଲାଙ୍ଗିରରେ ପୁଣି ଚାଷୀ ଆତ୍ମହତ୍ୟା

Ritu Das
Browse all articles by Ritu Das
·2 years ago
ବଲାଙ୍ଗିରରେ ପୁଣି ଚାଷୀ ଆତ୍ମହତ୍ୟା

ଅର୍ଗସ ବ୍ୟୁରୋ: ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଘଟିଛି। ଗତକାଲି ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ମୃତ ଚାଷୀ ଜଣକ ହେଲେ ଲରମ୍ଭା ଥାନା ଅର୍ନ୍ତଗତ ମୁଦଲସର ଗାଁର ୫୫ ବର୍ଷୀୟ ସନ୍ତୋଷ ଜେନା। ଧାରକରଜ କରି ଚାଷ କରିଥିଲେ। ଋଣ ଭାର ସହି ନ ପାରି ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।  ସୂଚନା ଥାଉ କି, ଗତ ଏକ ମାସ ତଳେ ପୁଇଁତଲା ଥାନା ବୁବେଲ ଗାଁରେ ମଧ୍ୟ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Another farmer suicide | Argus English