Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏବେ  ନନ୍ଦନକାନନରେ ୯ଟି ଆନାକୋଣ୍ଡା ଅଛି 

Odisha

ଏବେ  ନନ୍ଦନକାନନରେ ୯ଟି ଆନାକୋଣ୍ଡା ଅଛି 

Manini Pattanayak
Browse all articles by Manini Pattanayak
·2 years ago
ଏବେ  ନନ୍ଦନକାନନରେ ୯ଟି ଆନାକୋଣ୍ଡା ଅଛି 

ଭୁବନେଶ୍ୱର:  ନନ୍ଦନକାନନରେ ଅନାକୋଣ୍ଡା ମୃତ ।  ମଙ୍ଗଳବାର ଦିନ ଆନାକୋଣ୍ଡା ସାପ ର ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣା ପଡ଼ିବ ବୋଲି ସୂଚନା ମିଳିଛି ।

ୟତେବେ ଏହି  ଆନାକୋଣ୍ଡା ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୯ ରେ ପହଁଚିଛି । ତେବେ ଏହି ସାପରେ ବୟସ ୧ ବର୍ଷ ୪ ମାସ ହୋଇଥିଲା ବୋଲି ସୂଚନା । ଏବେ  ନନ୍ଦନକାନନରେ ୪ ବଡ ଓ ୫ ଛୋଟ ଆନାକୋଣ୍ଡା ଅଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Anaconda died in Nandankanan. | Argus English