ଅଜଣା ବ୍ୟକ୍ତିର ମୃତ ଦେହ ଠାବ
·2 years ago

ଅର୍ଗସ ବ୍ୟୁରୋ : ଜାତୀୟ ରାଜପଥ ଜମାଳପୁର ବାଇପାସ ପୋଲତଳୁ ଏକ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର ହୋଇଛି। ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ । ଶବ ଜବତ କରି ପୋଲିସର ତଦନ୍ତ ଜାରୀ ରହିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନଂ ଜାତୀୟ ରାଜପଥ ଜମାଳପୁର ବାଇପାସ ପୋଲ ତଳେ ଆଜି ସକାଳ ସମୟରେ ଏକ ମୃତ ଦେହ ଭାସୁଥିବା ଲୋକମାନେ ଦେଖିବାକୁ ପାଇଥିଲେ।
ଦେହରେ କୌଣସି କପଡା ନ ଥିବା ବେଳେ ଶବଟି ଫୁଲିବା ସହିତ ଦେହରେ ଅନେକ ଜାଗାରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଜଳେଶ୍ୱର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରୀ ରଖିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: