Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟଙ୍କା କାରବାର ଖବର ସାମ୍ନାକୁ ଆସିବା ପରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ମୁଖ୍ୟଙ୍କୁ ଚିଠି 

Odisha

ଟଙ୍କା କାରବାର ଖବର ସାମ୍ନାକୁ ଆସିବା ପରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ମୁଖ୍ୟଙ୍କୁ ଚିଠି 

Manini Pattanayak
Browse all articles by Manini Pattanayak
·2 years ago
ଟଙ୍କା କାରବାର ଖବର ସାମ୍ନାକୁ ଆସିବା ପରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ମୁଖ୍ୟଙ୍କୁ ଚିଠି 

ଭୁବନେଶ୍ୱର:  କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ଅଭିଯୋଗ ଘଟଣା । ଏଭଳି ଖବର ସାମ୍ନାକୁ ଆସିବା ପରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ମୁଖ୍ୟଙ୍କୁ ଦଳ ତରଫରୁ ଚିଠି । କୌଣସି ନେତା ଏଭଳି ଖବରରେ ପ୍ରଭାବିତ ନ ହେବାକୁ ଚିଠିରେ କୁହାଯାଇଛି ।

ବିଧାନସଭା ଓ ଲୋକସଭା ଆଶାୟୀଙ୍କୁ ପ୍ରାର୍ଥୀ ଘୋଷଣା କରି ଟଙ୍କା ଆଦାୟ ହେଉଥିବା ଖବର ସାମ୍ନାକୁ ଆସିବା ପରେ ଦଳ ତରଫରୁ ସବୁ ରାଜ୍ୟକୁ ଚିଠି ଲେଖାଯାଇଛି । ତେବେ ୨୦୨୪ ପାଇଁ ଲୋକସଭା ଓ ବିଧାନସଭା ଟିକେଟ ନିର୍ଦ୍ଧାରିତ ସମୟରେ ଏଆଇସିସି ଦ୍ବାରା ଘୋଷଣା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allegation of money transaction for Congress ticket. After such news came to light, a letter from the party to all district presidents and state chiefs. | Argus English