|
logo
Live

Argus News - ନୂଆ ଫିଲ୍ମ ‘ନବକଳେବର’ ସୁଟିଂ ବେଳେ ଭାଙ୍ଗିଗଲା ହାତ

Odisha

ନୂଆ ଫିଲ୍ମ ‘ନବକଳେବର’ ସୁଟିଂ ବେଳେ ଭାଙ୍ଗିଗଲା ହାତ

Jitendra Dash
Browse all articles by Jitendra Dash
·2 years ago
ନୂଆ ଫିଲ୍ମ ‘ନବକଳେବର’ ସୁଟିଂ ବେଳେ ଭାଙ୍ଗିଗଲା ହାତ

ଅର୍ଗସ ବ୍ୟୁରୋ : ଅଭିନେତା ଶ୍ରୀତମ ଦାସ ଆହତ । ନୂଆ ଫିଲ୍ମ ‘ନବକଳେବର’ ସୁଟିଂ ବେଳେ ଆହତ  ହୋଇ ଥିବା ସୂଚନା । ସୂଚନା ଅନୁସାରେ ତାଙ୍କ ହାତରେ ଲାଗିଛି ଆଘାତ । ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଅନେକ ଫିଲ୍ମର ନାୟକ ଏବଂ ବିଭିନ୍ନ ସିନେମାରେ ଚରିତ୍ର ଅଭିନେତା ଭାବେ ବେଶ୍‌ ନାଁ କମେଇଥିବା ଶ୍ରୀତମଙ୍କର ଆଘାତ କେତେ ଗୁରୁତର ତାହା ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନୂଆ ଫିଲ୍ମ ‘ନବକଳେବର’ ସୁଟିଂ ବେଳେ ଭାଙ୍ଗିଗଲା ହାତ | Argus English