ଦୋକାନ କରିବାକୁ ନେଇ ଦୁଇ ଗୋଷ୍ଠୀ ପକ୍ଷରୁ ଏସିଡ ମାଡ଼
·2 years ago

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଡୁଆଝରରେ ଏସିଡ ମାଡ଼ । ଦୋକାନ କରିବାକୁ ନେଇ ଦୁଇ ଗୋଷ୍ଠୀ ପକ୍ଷରୁ ହୋଇଛି ଏସିଡ ମାଡ଼ । ଏଥିରେ 3 ଆହତ ହୋଇଥିବାବେଳେ 2 ଗୁରୁତର ହୋଇଛନ୍ତି l ଦୁଇ ଜଣ ଗୁରୁତରଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସବୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ନିକଟସ୍ଥ ଚିନ୍ଦାଗୁଡାରେ ସୁନା କାରିଗରୀ ଦୋକାନ ନେଇ ଡୁଆଝର ଗାଁରେ ଗଣ୍ଡଗୋଳ ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: