Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ବସ ସହ ଟାଟା ଏସି ମୁହାଁମୁହିଁ ଧକ୍କା, ଚାଲିଗଲା ତିନି ଜୀବନ

Odisha

 ବସ ସହ ଟାଟା ଏସି ମୁହାଁମୁହିଁ ଧକ୍କା, ଚାଲିଗଲା ତିନି ଜୀବନ

Manini Pattanayak
Browse all articles by Manini Pattanayak
·2 years ago
 ବସ ସହ ଟାଟା ଏସି ମୁହାଁମୁହିଁ ଧକ୍କା, ଚାଲିଗଲା ତିନି ଜୀବନ

 ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଡଭାଗ ନିକଟରେ ଗୋଟିଏ ଯାତ୍ରୀ ବାହି ବସ ସହ ଟାଟା ଏସି ମୁହାଁମୁହିଁ ଧକ୍କା ହୋଇଛି l

ଫଳରେ ଟାଟା ଏସିରେ ବସିଥିବା ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନ ଙ୍କ ପରିଚୟ ଜଣାପଡ଼ିନାହିଁ l ଖବରପାଇ ଆସିକା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର ଜାରିରଖିଛି l ତେବେ ଦୃତ ଗତିରେ ବସ ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟୁଥିବା ଅନୁମାନ କରାଯାଉଛି  ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A Tata AC collided head-on with a passenger bus near Asika police station Khadbag in Ganjam district. | Argus English