|
logo
Live

Argus News - ଭୁଜାଲି ମାଡରେ ହୋଟେଲ ମାଲିକ ଗୁରୁତର ଆହତ 

Odisha

ଭୁଜାଲି ମାଡରେ ହୋଟେଲ ମାଲିକ ଗୁରୁତର ଆହତ 

Manini Pattanayak
Browse all articles by Manini Pattanayak
·2 years ago
ଭୁଜାଲି ମାଡରେ ହୋଟେଲ ମାଲିକ ଗୁରୁତର ଆହତ 

ମୟୂରଭଞ୍ଜ: ଭୁଜାଲିମାଡରେ ବାରିପଦାର ପ୍ରସିଦ୍ଧ ହୋଟେଲ ମାଲିକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵ ପାଲବଣି ମହୁଆ ହୋଟେଲ ମାଲିକ 'ଅଜୟ ଦାସ' । ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା ।

ତେବେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କିଏ ଓ କାହିଁକି କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବାରିପଦା ଟାଉନ ପୋଲିସ ପକ୍ଷରୁ ଏ ନେଇ ତଦନ୍ତ ଜାରି ରହିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭୁଜାଲି ମାଡରେ ହୋଟେଲ ମାଲିକ ଗୁରୁତର ଆହତ  | Argus English