ଲିଙ୍ଗରାଜ ମନ୍ଦିର ପାର୍କିଂରେ ହୁତୁହୁତୁ ହୋଇ ଜଳିଲା କାର
·2 years ago

ଅର୍ଗସ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ପାର୍କଂରେ ହୁତୁହୁତ ହୋଇ ଜଳିଲା ଇନୋଭା କାର। ଉକ୍ତ କାରଟି ପୁରୀରୁ ଲିଙ୍ଗରାଜ ମନ୍ଦିର ଆସିଥିଲା।
ଯାତ୍ରୀଙ୍କୁ ଛାଡ଼ିବା ପରେ ଗାଡିରୁ ଧୂଆଁ ବାହାରିବା ଡ୍ରାଇଭର ଦେଖିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
