|
logo
Live

Argus News - ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଠନ ହେଲା କ୍ୟାମ୍ପସ କମିଟି

Odisha

ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଠନ ହେଲା କ୍ୟାମ୍ପସ କମିଟି

Jitendra Dash
Browse all articles by Jitendra Dash
·2 years ago
ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଠନ ହେଲା କ୍ୟାମ୍ପସ କମିଟି

ଅର୍ଗସ ବ୍ୟୁରୋ : ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଗୁଡିକରେ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । କଲେଜ କ୍ୟାମ୍ପସ ଗୁଡିକରେ ଆଉ ନିର୍ବାଚନ ହେଉନି କି ନିର୍ବାଚିତ ହେଉ ନାହାନ୍ତି ଛାତ୍ର ନେତା । ଏବେ ଛାତ୍ର ସଂସଦ ନିର୍ବାଚନର ବିକଳ୍ପ ଭାବରେ ଗଠନ ହେଉଛି କ୍ୟାମ୍ପସ କମିଟି । ଆଜି ରାଜଧାନୀ କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଠନ ହୋଇଛି କ୍ୟାମ୍ପସ କମିଟି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଥିରେ ସ୍ନାତକ ବର୍ଷର ଛାତ୍ର ସଂଗ୍ରାମ ଦାସଙ୍କୁ ସଭାପତି ଦାୟିତ୍ଵ ଦିଆଯାଇଥିବା ବେଳେ +୨ ଦ୍ଵିତୀୟ ବର୍ଷର ଛାତ୍ର ସୁନିଲ ବେହେରାଙ୍କୁ ସମ୍ପାଦକ ଭାବରେ ଦାୟିତ୍ଵ ପ୍ରଦାନ କରଯାଇଛି । ଏଥିସହ ଆବାହକ, କ୍ରୀଡ଼ା ସମ୍ପାଦକ, ନାଟ୍ୟ ସମ୍ପାଦକ, ହଷ୍ଟେଲ ସୋସାଇଟି ଇନ୍‌ଚାର୍ଜ, ଡେ ସ୍କୋଲାର ସୋସାଇଟି ଇନ୍‌ଚାର୍ଜ ଆଦି ପଦରେ ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ରଖାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଗଠନ ହେଲା କ୍ୟାମ୍ପସ କମିଟି | Argus English