Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜାପୁରରେ ପୁଣି ଲାଲ ଆତଙ୍କ, ପ୍ରାଣ ହରାଇଲା ୬ ବର୍ଷର ଶିଶୁ

Odisha

ବିଜାପୁରରେ ପୁଣି ଲାଲ ଆତଙ୍କ, ପ୍ରାଣ ହରାଇଲା ୬ ବର୍ଷର ଶିଶୁ

Banajyotshna Ray
Browse all articles by Banajyotshna Ray
·2 years ago
ବିଜାପୁରରେ ପୁଣି ଲାଲ ଆତଙ୍କ,  ପ୍ରାଣ ହରାଇଲା ୬ ବର୍ଷର ଶିଶୁ

ଅର୍ଗସ ବ୍ୟୁରୋ:  ଛତିଶଗଡ଼ ବିଜାପୁରରେ ପୁଣି ଲାଲ ଆତଙ୍କ । ପୋଲିସ ନକ୍ସଲ ଗୁଳିବିନିମୟ ବେଳେ ବଡ଼ ଅଘଟଣ । ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଲା ୬ ବର୍ଷର ଶିଶୁ । ଦୁଇ ଜଣ DRG ଯବାନ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା । ମୃତ ଶିଶୁର ମାଆଙ୍କ ହାତରେ ମଧ୍ୟ ଗୁଳି ବାଜିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ବିଜାପୁର ASP । ତେବେ ଏହି ଏନକାଉଣ୍ଟରରେ ଭେରମଗଡ଼ ଏରିଆ କମିଟି ମୁଖ୍ୟ ଚନ୍ଦ୍ରନା ସମେତ ଅନ୍ୟ କିଛି ମାଓବାଦୀ ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଜଙ୍ଗଲରେ କୁମ୍ବିଂ ଅପରେସନକୁ ମଧ୍ୟ ଜୋରଦାର କରିଛନ୍ତି ଯବାନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A 6-year-old child died in Naxal firing | Argus English