Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅବକାରୀ ବିଭାଗ ପଞ୍ଝାରେ ଗଞ୍ଜେଇ ବେପାରୀ

Odisha

ଅବକାରୀ ବିଭାଗ ପଞ୍ଝାରେ ଗଞ୍ଜେଇ ବେପାରୀ

Smruti Parija
Browse all articles by Smruti Parija
·2 years ago
ଅବକାରୀ ବିଭାଗ ପଞ୍ଝାରେ ଗଞ୍ଜେଇ ବେପାରୀ

ଭୁବନେଶ୍ୱର: ଭୁବନେଶ୍ବର ଅବକାରୀ ବିଭାଗ ପଞ୍ଝାରେ ଗଞ୍ଜେଇ ବେପାରୀ । ମଞ୍ଚେଶ୍ଵର ଅଞ୍ଚଳରେ ଷ୍ଟେସନାରୀ ଦୋକାନରେ ଚାଲିଥିଲା ଗଞ୍ଜେଇ ବେପାର । ସୁକାନ୍ତ ନିକଟରୁ 50 କେଜି ଗଞ୍ଜେଇ, 38 ହାଜର ଟଙ୍କା ଓ ସିଗାରେଟ୍ ଜବତ ହୋଇଛି । ଗଞ୍ଜେଇ ବେପାରୀ ସୁକାନ୍ତ ଦାସଙ୍କୁ ଗିରଫ କଲା ଅବକାରୀ ବିଭାଗ । 

ଆହୁରି ପଢନ୍ତୁ ଓଡିଶା ଖବର... 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
50-kg-ganja-seized-one-arrested-by-excise-department | Argus English