ନୟାପଲ୍ଲୀ ପୋଲିସ ହାତରେ ୫ ଜଣିଆ ଲୁଟେରା ଗ୍ୟାଙ୍ଗ
·2 years ago

ଅର୍ଗସ ବ୍ୟୁରୋ : ନୟାପଲ୍ଲୀ ପୋଲିସ ହାତରେ ୫ ଜଣିଆ ଲୁଟେରା ଗ୍ୟାଙ୍ଗ । ଲୁଟେରାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି ପୋଲିସ । ୨୩୪ଟି ସୁନା ଗହଣା, ୪୩୯ଟି ରୂପା ଗହଣା ସହ ୩ଟି ପାଣି ପମ୍ପ, ୱାଟର ପ୍ୟୁରିୟର ଜବତ ହୋଇଥିବା ଡିସିପି ପ୍ରତୀକ ସିଂ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଦିନରେ ଲୁହା, ଟିଣ ବ୍ୟବସାୟ କରୁଥିବା ଏହି ଗ୍ୟାଙ୍ଗର ସଦସ୍ୟ ରାତିରେ ଚୋରି କରୁଥିଲେ । ଗ୍ୟାଙ୍ଗର ମୁଖ୍ୟ ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ଜଣା ପଡ଼ିଛି । ଗ୍ୟାଙ୍ଗର ଅନ୍ୟ ସଦସ୍ୟ କେନ୍ଦ୍ରାପଡ଼ା, ଜଗତସିଂହପୁର ଅଞ୍ଚଳର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: