|
logo
Live

Argus News - ଅଟୋ ଓଲଟି ଚାଳକ ସମେତ ୫ଗୁରୁତର

Odisha

ଅଟୋ ଓଲଟି ଚାଳକ ସମେତ ୫ଗୁରୁତର

Ritu Das
Browse all articles by Ritu Das
·2 years ago
ଅଟୋ ଓଲଟି ଚାଳକ ସମେତ ୫ଗୁରୁତର

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋବିନ୍ଦପୁର ମୁଖ୍ୟ ରାସ୍ତା ପିଠିଆସେଣ୍ଢ ନିକଟରେ ଚାନ୍ଦବାଲିରୁ ଯାତ୍ରୀ ନେଇ ଯାଇଥିବା ଏକ ଅଟୋ ଓଲଟି ପଡିବାରୁ ଅଟୋରେ ଥିବା 5 ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି l 

ଗୁରୁତରମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅନ୍ୟ ଏକ ଅଟୋ ସାହାଯ୍ୟରେ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଛନ୍ତି l ତେବେ ଏହି ଦୁର୍ଘଟଣାରେ ଅଟୋ ଚାଳକ ମଧ୍ୟ୍ୟ ଗ୍ରୁତୁତୁର ହୋଇଛନ୍ତି l 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅଟୋ ଓଲଟି ଚାଳକ ସମେତ ୫ଗୁରୁତର | Argus English