|
logo
Live

Argus News -  ଦେବଗଡ଼ରେ ଶିଶୁକନ୍ୟା ଅପହରଣ ଘଟଣାରେ ୪ ଗିରଫ

Odisha

 ଦେବଗଡ଼ରେ ଶିଶୁକନ୍ୟା ଅପହରଣ ଘଟଣାରେ ୪ ଗିରଫ

Manini Pattanayak
Browse all articles by Manini Pattanayak
·2 years ago
 ଦେବଗଡ଼ରେ ଶିଶୁକନ୍ୟା ଅପହରଣ ଘଟଣାରେ ୪ ଗିରଫ

ଦେବଗଡ଼:  ଦେବଗଡ଼ରେ ଶିଶୁକନ୍ୟା ଅପହରଣ ଘଟଣାରେ ୪ ଗିରଫ। ଅଭିଯୁକ୍ତ ପାଖରୁ ଅପହରଣରେ ବ୍ୟବହୃତ କାର ଓ ୨ ବାଇକ ଜବତ। ଟଙ୍କା ପାଇଁ ଅପହରଣ ହୋଇଥିବା ପୋଲିସର ସୂଚନା। ଧରା ପଡିଥିବା ୪ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର।

ଗତ ୧୮ ତାରିଖ ସନ୍ଧ୍ୟାରେ ଅପହରଣ ହୋଇଥିଲା ଶିଶୁ କନ୍ୟା। ଟ୍ୟୁସନ ସାରି ଫେରୁଥିବା ବେଳେ ଦେବଗଡ ମୁଖ୍ୟ ବଜାର ଭିତରୁ ଉଠାଇ ନେଇଥିଲେ ଅଭିଯୁକ୍ତ।  19 ତାରିଖ ସକାଳୁ ସୁନ୍ଦରଗଡ଼ ବଡ଼ଗାଁରୁ ଉଦ୍ଧାର ହୋଇଥିଲା ଶିଶୁ କନ୍ୟା। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 ଦେବଗଡ଼ରେ ଶିଶୁକନ୍ୟା ଅପହରଣ ଘଟଣାରେ ୪ ଗିରଫ | Argus English