|
logo
Live

Argus News - ମହୁମାଛି ଆକ୍ରମଣରେ ୩ ଗୁରୁତର

Odisha

ମହୁମାଛି ଆକ୍ରମଣରେ ୩ ଗୁରୁତର

Ritu Das
Browse all articles by Ritu Das
·2 years ago
ମହୁମାଛି ଆକ୍ରମଣରେ ୩ ଗୁରୁତର

ଅର୍ଗସ ବ୍ୟୁରୋ: ଆନନ୍ଦପୁର ଉପଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ମହୁମାଛି ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡିଛି।  

ଘସିପୁରା ବ୍ଲକ୍ ବରିପାଳର ଶିକ୍ଷକ ନବୀନ ଚରଣ ହୋ ରାସ୍ତାରେ ଯିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିବା ବେଳେ ଜରକସାହିର ଦଶମା ଭୂୟାଁ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ସେହିଭଳି  ଖାଳିଆମେଣ୍ଟା ଗାଁର କୁନି ଭୂୟାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମହୁମାଛି ଆକ୍ରମଣରେ ୩ ଗୁରୁତର | Argus English