Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗଂଜେଇ ଚୋରା ଚାଲାଣବେଳେ ଚଢ଼ାଉ, ଜଣେ ଗିରଫ

Odisha

ଗଂଜେଇ ଚୋରା ଚାଲାଣବେଳେ ଚଢ଼ାଉ, ଜଣେ ଗିରଫ

Banajyotshna Ray
Browse all articles by Banajyotshna Ray
·2 years ago
ଗଂଜେଇ ଚୋରା ଚାଲାଣବେଳେ ଚଢ଼ାଉ, ଜଣେ ଗିରଫ

ଅର୍ଗସ ବ୍ୟୁରୋ:  ଗଂଜେଇ ଚୋରା ଚାଲାଣବେଳେ ବାସୁଦେବପୁର ଅବକାରୀ ବିଭାଗର ଚଢ଼ାଉ । 2କିଲୋ 700ଗ୍ରାମ ଓଜନର ଗଂଜେଇ ଜବତ ସହ ଜଣକୁ ଗିରଫ କଲା ଅବକାରୀ ବିଭାଗ । ଗିରଫ ବ୍ୟକ୍ତି ଜଣକ ନାଇକାଣୀଡ଼ିହି ଥାନା ବିରସ ଅଂଚଳର ଦାମୋଦର ଦାସ । ଏକ ଝୁଲାରେ ଗଂଜେଇ ଚୋରା ଚାଲାଣ ହେଉଥିଲା । ପୋଲିସ ଚଢ଼ାଉ କରିଛି। ଏହାସହ ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2kg 700g ganja seized in bhadrak | Argus English