Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବାହାର ରାଜ୍ୟକୁ ଚାଲାଣ ବେଳେ ୨୦ ଦାଦନ ଉଦ୍ଧାର

Odisha

ବାହାର ରାଜ୍ୟକୁ ଚାଲାଣ ବେଳେ ୨୦ ଦାଦନ ଉଦ୍ଧାର

Ritu Das
Browse all articles by Ritu Das
·2 years ago
ବାହାର ରାଜ୍ୟକୁ ଚାଲାଣ ବେଳେ ୨୦ ଦାଦନ ଉଦ୍ଧାର

ଅର୍ଗସ ବ୍ୟୁରୋ: ବାହାର ରାଜ୍ୟକୁ ଚାଲାଣ ବେଳେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ୨୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ୩ ଗାଡ଼ିକୁ ଜବତ କରିବା ସହ ୩ଜଣ ଡ୍ରାଇଭରଙ୍କୁ ଗିରଫ କରିଛି। ମୁରିବାହାଲ ଥାନା ଚଳକୀ ଛକରୁ ଜଏଁତରା ଗ୍ରାମର ୧୦ଜଣ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ମୁରିବାହାଲ ପୋଲିସ ଦ୍ଵାରା ଉଦ୍ଧାର ହୋଇଥିବା ଜଣାପଡିଛି । 

ଅଭିଯୁକ୍ତ ମୁଖ୍ୟ ସର୍ଦ୍ଦାର ଦିବାକର ଚନ୍ଦନ ଫେରାର ହୋଇଯାଇଛି । ସେହିପରି ତୁରେକେଲା ଅଞ୍ଚଳରୁ ମଧ୍ୟ ୧୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଚାଲାଣରେ ବ୍ୟବହୃତ ବୋଲେରୋ ଓ ଅଟୋକୁ ଜବତ କରାଯାଇଛି । ୨ ଚାଳକଙ୍କୁ ଗିରଫ କରିଛି ପୋଲିସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
20 labour were | Argus English