Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାତୀ ଆକ୍ରମଣରେ ୨ମୃତ

Odisha

ହାତୀ ଆକ୍ରମଣରେ ୨ମୃତ

Ritu Das
Browse all articles by Ritu Das
·2 years ago
ହାତୀ ଆକ୍ରମଣରେ ୨ମୃତ

ଅର୍ଗସ ବ୍ୟୁରୋ: ପୁଣି ଜଣଙ୍କ ଜୀବନ ନେଲା ଦନ୍ତା ହାତୀ l ବରଗଡରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ବିଶିପାଲି ଗାଁର ବଲରାମ ସାହୁ ବିଲରେ ଧାନ କାଟୁଥିବା ସମୟରେ ହାତୀ ଆକ୍ରମଣ କରିଥିଲା। 

ସେହି ଭଳି ଝରାପାଳି -ଝର୍ନିଆ ଟିକ୍ରାରେ ଶୌଚ ହେବାକୁ ଯାଇଥିବା ବେଳେ ଯୁବକଙ୍କୁ ହାତୀ ଆକ୍ରମଣ କରିଥିଲା। ମୃତକ ଗାଇସିଲେଟ ବ୍ଲକ କଠଉମାଲ ଗାଁର ଶିବଲାଲ ସୁନା l  ବନ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 dead in | Argus English