Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News -   ରିପବ୍ଲିକ ଡେ ପ୍ୟାରେଡରେ ଯୋଗ ଦେବେ ଓଡିଶାରୁ 122 ଏନସିସି କ୍ୟାଡେଡ୍‌  

Odisha

  ରିପବ୍ଲିକ ଡେ ପ୍ୟାରେଡରେ ଯୋଗ ଦେବେ ଓଡିଶାରୁ 122 ଏନସିସି କ୍ୟାଡେଡ୍‌  

Manini Pattanayak
Browse all articles by Manini Pattanayak
·2 years ago
  ରିପବ୍ଲିକ ଡେ ପ୍ୟାରେଡରେ ଯୋଗ ଦେବେ ଓଡିଶାରୁ 122 ଏନସିସି କ୍ୟାଡେଡ୍‌  

ଭୁବନେଶ୍ୱର:  ରିପବ୍ଲିକ ଡେ ପ୍ୟାରେଡରେ ଯୋଗଦେବେ ଓଡିଶାରୁ 122 ଜଣ ଏନସିସି କ୍ୟାଡେଡ୍‌ । ଏଥିପାଇଁ ଭୁବନେଶ୍ବର ସିଆରପିଏଫ କ୍ୟାମ୍ପରେ ଚାଲିଛି ପ୍ରଶିକ୍ଷଣ । ରାଜ୍ୟରେ ଥିବା 75 ହଜାର ଏନସିସି କ୍ୟାଡେଡ୍‌ ମଧ୍ୟରୁ 122 ଜଣଙ୍କୁ ବିଭିନ୍ନ ପର୍ଯ୍ୟାୟ ପରେ ଚୟନ କରାଯାଇଛି ।

ଚଳିତ ବର୍ଷ ବିଭିନ୍ନ ରାଜ୍ୟରୁ ଏହି ଏନସିସି କ୍ୟାଡେଡ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଏମାନେ ମାର୍ଚ୍ଚ ଫାଷ୍ଟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । 

ଅଧିକୁ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
122 NCC cadets from Odisha will participate in the Republic Day Parade | Argus English