|
logo
Live

Argus News - ଦୀପ ପ୍ରସ୍ତୁତ କରି ଶ୍ରମଦାନ କଲେ ଧର୍ମେନ୍ଦ୍ର 

Odisha

ଦୀପ ପ୍ରସ୍ତୁତ କରି ଶ୍ରମଦାନ କଲେ ଧର୍ମେନ୍ଦ୍ର 

Manini Pattanayak
Browse all articles by Manini Pattanayak
·2 years ago
ଦୀପ ପ୍ରସ୍ତୁତ କରି ଶ୍ରମଦାନ କଲେ ଧର୍ମେନ୍ଦ୍ର 

ସମ୍ଵଲପୁର: ସମ୍ଵଲପୁରରେ ୧ ଲକ୍ଷ ୧୧ ହଜାର ୧୧୧ ଦୀପ ପ୍ରଜ୍ଜଳନ ହେବ । ପଶୁରାମ ଭବନରେ ଦୀପ ପ୍ରସ୍ତୁତ କରୁଥିବା ବେଳେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେଠାରେ ଦୀପ ପ୍ରସ୍ତୁତ କରି ଶ୍ରମଦାନ କରିଛନ୍ତି । ଏହାସହ ପର୍ଶୁରାମ ଭବନରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି । 

ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇ ସମ୍ବଲପୁର ମହାନଦୀ ସ୍ଥିତ ଅଯୋଧ୍ୟା ସରୋବରରେ ଏହି ଲକ୍ଷାଧିକ ପ୍ରଜ୍ବଳନ କରାଯିବ । ଏହାସହ ମହା ଆଳତି ହେବ । ଏଥିପାଇଁ ଲକ୍ଷାଧିକ ଦୀପ ପ୍ରସ୍ତୁତ କରାଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୀପ ପ୍ରସ୍ତୁତ କରି ଶ୍ରମଦାନ କଲେ ଧର୍ମେନ୍ଦ୍ର  | Argus English