Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟନେଲ ଭିତରେ ବଞ୍ଚାଇ ରଖିଥିଲା ଯୋଗ ଓ ବ୍ୟାୟାମ 

National

ଟନେଲ ଭିତରେ ବଞ୍ଚାଇ ରଖିଥିଲା ଯୋଗ ଓ ବ୍ୟାୟାମ 

Manini Pattanayak
Browse all articles by Manini Pattanayak
·2 years ago
ଟନେଲ ଭିତରେ ବଞ୍ଚାଇ ରଖିଥିଲା ଯୋଗ ଓ ବ୍ୟାୟାମ 

ନୂଆଦିଲ୍ଲୀ :  ଟନେଲ ଭିତରେ ବଞ୍ଚାଇ ରଖିଥିଲା ଯୋଗ ଓ ବ୍ୟାୟାମ । ଟନେଲ ଭିତରେ ୧୭ ଦିନ ଧରି ଫସିରହିଥିବା ଶ୍ରମିକମାନେ ସେଠାରେ ଯୋଗ ଓ ବ୍ୟାୟାମ କରୁଥିଲେ । କେବଳ ସେତିକି ନୁହଁ ମର୍ଣ୍ଣିଂ ୱାକ୍ ବି କରୁଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ ୧୭ ଦିନର ଅନୁଭୂତି ବଖାଣିଛନ୍ତି ଶ୍ରମିକମାନେ ।

ଅଢେଇ କିଲୋମିଟର ଟନେଲ ଭିତରେ ଖାଇବା, ପିଇବା ପାଇଁ ମିଳୁଥିଲା । ଅନ୍ୟ କୌଣସି କାମ ନ ଥିବାରୁ ଯୋଗ ଓ ବ୍ୟାୟାମ ବି କରୁଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଶ୍ରମିକମାନେ  । ଏଥିସହିତ ଶ୍ରମିକମାନେ ଆହୁରି ମଧ୍ୟ କହିଛନ୍ତି, ମୁଢି ଖାଉଥିଲୁ ଆଉ ମୁଭି ଦେଖି ଟାଇମ୍‌ ପାସ କରୁଥିଲୁ ବୋଲି ଶ୍ରମିକ କହିଛନ୍ତି । 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The workers who were trapped in the tunnel for 17 days used to do yoga and exercise there. | Argus English