Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଯୋଗୀ ଆଦିତ୍ୟନାଥ

National

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଯୋଗୀ ଆଦିତ୍ୟନାଥ

Banajyotshna Ray
Browse all articles by Banajyotshna Ray
·2 years ago
ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଯୋଗୀ ଆଦିତ୍ୟନାଥ

ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ସରଜୁ  ନଦୀରେ ସୋଲାର ବୋଟର ଉଦଘାଟନ କରିଛନ୍ତି ଉତ୍ତପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନବ୍ୟ ଅଯୋଧ୍ୟା ପରିଯୋଜନା ଅନ୍ତର୍ଗତ ସରଜୁ ନଦୀରେ ସ୍ୱଚ୍ଛ ଇନ୍ଧନରେ ଚାଲିବାକୁ ଥିବା ବୋଟର ଉଦଘାଟନ ହୋଇଛି।  ୨୨ ଜାନୁଆରିରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଯୋଗୀ ଆଦିତ୍ୟନାଥ। ଦେଶରେ ପ୍ରଥମ ଥର ପାଇଁ ଏହି ସୌରଚାଳିତ ବୋଟ୍ ଇନଲ୍ୟାଣ୍ଡ ୱାଟରୱେ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ବଟନ୍ ଦବାଇ ଏହି ବୋଟର ସଂଚାଳନା କରିଚନ୍ତି ଯୋଗୀ। ସରଜୁ ନଦୀରେ ଏହି ବୋଟରେ ବସି ବୁଲିଛନ୍ତି ଯୋଗୀ। ଏହାସହ ସେ ନଦୀ କୂଳରେ ବୋଟ୍ ପାଇଁ ନିର୍ମାଣ ହୋଇଥିବା ଜେଟି ଏବଂ ଫ୍ଲୋଟିଂ ବୋଟ୍ ଚାର୍ଜିଂର ସମୀକ୍ଷା କରିଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Uttar Pradesh Chief Minister launched a solar boat | Argus English