|
logo
Live

Argus News - ୧୦ ବର୍ଷ ପୁରୁଣା ଆଧାର କାର୍ଡ  ଅପଡେଟ୍‌ କରିବାର ବଢିଲା ସମୟସୀମା

National

୧୦ ବର୍ଷ ପୁରୁଣା ଆଧାର କାର୍ଡ  ଅପଡେଟ୍‌ କରିବାର ବଢିଲା ସମୟସୀମା

Manini Pattanayak
Browse all articles by Manini Pattanayak
·2 years ago
୧୦ ବର୍ଷ ପୁରୁଣା ଆଧାର କାର୍ଡ  ଅପଡେଟ୍‌ କରିବାର ବଢିଲା ସମୟସୀମା

ନୂଆଦିଲ୍ଲୀ: ୧୦ ବର୍ଷ ପୁରୁଣା ଆଧାର କାର୍ଡ  ଅପଡେଟ୍‌ କରିବାକୁ ଚାହୁଁଛନ୍ତି ?  ଯିଦି ହଁ ତେବେ କରାନିଅନ୍ତୁ କାରଣ ଏହା ସମ୍ପୂର୍ଣ୍ଣ ଫ୍ରୀ। ଆପଣଙ୍କୁ ଏଥିପାଇଁ ଦେୟ ଦେବାକୁ ପଡିବ ନାହିଁ।  ଆଧାର କାର୍ଡ ଅପଡେଟ୍‌ କରିବାର ଶେଷ ତାରିଖ  ଥିଲା  ଚଳିତ ବର୍ଷର ୧୪ ଡିସେମ୍ବର ଅର୍ଥାତ ଆସନ୍ତାକାଲି  ।

କିନ୍ତୁ ୟୁଆଇଡିଏଆଇ ଏହି  ଅବଧିକୁ ବଢାଇ ୩ ମାସକୁ ବୃଦ୍ଧି କରିଛି।  ଆଧାର ୟୁଜରମାନେ ଆଉ ତିନିମାସ ଫ୍ରୀରେ ନିଜର ଆଧାର ଅପଡେଟ କରିପାରିବେ।  ୟୁଆଇଡିଏଆଇ ଏହା ମଧ୍ୟ କହିଛି ଯେ, ୟୁଜର୍ସ  ମାଇଆଧାର ପୋର୍ଟାଲକୁ ଯାଇ  ଆଧାରକୁ ଅପଡେଟ କରିପାରିବେ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୧୦ ବର୍ଷ ପୁରୁଣା ଆଧାର କାର୍ଡ  ଅପଡେଟ୍‌ କରିବାର ବଢିଲା ସମୟସୀମା | Argus English