Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିମଏସି ସାଂସଦ

National

ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିମଏସି ସାଂସଦ

Manini Pattanayak
Browse all articles by Manini Pattanayak
·2 years ago
ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିମଏସି  ସାଂସଦ

ନୁଆଦିଲ୍ଲୀ: ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିମଏସିର  ସାଂସଦ। ସାଂସଦ  ଡେରେକ୍‌ ଓବ୍ରାୟନ ଙ୍କୁ ନିଲମ୍ବିତ କରାଯାଇଛି।  ସଂସଦ ସୁରକ୍ଷାରେ ତୃଟି ପ୍ରସଙ୍ଗରେ  ଗୃହରେ ବିରୋଧିଙ୍କ  ପ୍ରବଳ ହଟଗୋଳ ଚାଲିଥିଲା।  ରାଜ୍ୟସଭାରେ ଅଶାଳୀନ ମନ୍ତବ୍ୟ ଯୋଗୁ  ଟିଏମସି  ସାଂସଦଙ୍କୁ  ନିଲମ୍ବିତ କରାଯାଇଛି।  ସୂଚନାମୁତାବ, ସଂସଦର  ସୁରକ୍ଷା ମାମଲାରେ  ବିରୋଧି  ନାରାବାଜି, ଅଟଗୋଳ କରୁଥିବା ସମୟରେ  ଟିଏମସି ସାଂସଦଙ୍କ ବ୍ୟବହାର ବହୁତ ଖରାପ ଥିଲା ଯେଉଁଥିପାଇଁ  ଅଧ୍ୟକ୍ଷ  ସାଂସଦଙ୍କୁ  ନିଲମ୍ବିତ କରିଥିଲେ ।

ଲୋକସଭା ଏବଂ  ରାଜ୍ୟସଭାକୁ ଅପରାହ୍ନ୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି।  ତେବେ ରାଜ୍ୟସଭା ସ୍ଥଗିତ ହେବା ପୂର୍ବରୁ  ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି,  ସଂସଦ ସୁରକ୍ଷାରେ ଅବହେଳା ନେଇ ଉଚ୍ଚସ୍ତରୀୟ ତଦନ୍ତ  ଚାଲିଛି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two MPs from TMC suspended from Rajya Sabha | Argus English