Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହେମନ୍ତ ସୋରେନଙ୍କୁ ED କରୁଛି ପଚରାଉଚରା, କରିପାରେ ଗିରଫ

National

ହେମନ୍ତ ସୋରେନଙ୍କୁ ED କରୁଛି ପଚରାଉଚରା, କରିପାରେ ଗିରଫ

Banajyotshna Ray
Browse all articles by Banajyotshna Ray
·2 years ago
ହେମନ୍ତ ସୋରେନଙ୍କୁ ED କରୁଛି ପଚରାଉଚରା, କରିପାରେ ଗିରଫ

ଅର୍ଗସ ବ୍ୟୁରୋ:  ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଞ୍ଚି ସ୍ଥିତ ବାସ ଭବନରେ ED ଛନ୍ ବିନ୍। ସାହିବଗଂଜରେ ଖଣି ଖନନ ଘୋଟାଲା ୧୦୦୦ କୋଟି ଟଙ୍କା , ପଙ୍କଜ ମିଶ୍ର ସ୍ଥାନୀୟ ବିଧାୟକ ଖଣି ମାମଲାରେ ଜଲ୍ ରେ ,ଆଦିବାସିଙ୍କ ଜମି ଜୁମା ବିବାଦ, ଏବେ ନିୟମ ଭାବରେ ନିଜ ନାମରେ ଖଣି ଲିଜ କରିବା ମାମଲା ରେ ED ୮ ଥର ସମନ କରିଥିଲା। କିନ୍ତୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ed ର ସମନକୁ ଖାତିର କରିନଥିଲେ । ଯାହା ଫଳରେ ed ନିଜ ଆଡୁ ତାଙ୍କ ବାସଭବନରେ ଆଜି ଛାନଭିନ୍ନ କରିବା ସହ ଆଜି ମୁଖ୍ୟମନ୍ତ୍ରୀକୁ ଗିରଫ କରିବାର ସୂଚନା ରହିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tribals take out protest march ahead of Jharkhand CM's questioning by ED | Argus English