ପବିତ୍ର ‘ମକର ସଂକ୍ରାନ୍ତି’ରୁ ଆଉ ଏକ ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଘରେ ଘରେ ଶ୍ରୀରାମ ଜ୍ୟୋତି । ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ବିଶେଷ ଅନୁରୋଧ କରିଛନ୍ତି । ଆସନ୍ତା ଜାନୁଆରୀ ୧୪ ତାରିଖ ପବିତ୍ର ‘ମକର ସଂକ୍ରାନ୍ତି’ରୁ ଆଉ ଏକ ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ @narendramodi ଆସନ୍ତା ଜାନୁଆରୀ ୧୪ ତାରିଖ ପବିତ୍ର ‘ମକର ସଂକ୍ରାନ୍ତି’ରୁ ଆଉ ଏକ ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।
ଓଡ଼ିଶାର ମୋର ପ୍ରିୟ ଭାଇ ଭଉଣୀଙ୍କୁ ଅନୁରୋଧ, ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଆହୁରି ଭବ୍ୟ କରିବା ପାଇଁ ଓଡ଼ିଶାର ପ୍ରତ୍ୟେକ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ଆହୁରି ସ୍ୱଚ୍ଛ… pic.twitter.com/qrVaVabrcx
📱 Get Argus News App
✨ଓଡ଼ିଶାବାସୀଙ୍କୁ ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଆହୁରି ଭବ୍ୟ କରିବା ପାଇଁ ଓଡ଼ିଶାର ପ୍ରତ୍ୟେକ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ଆହୁରି ସ୍ବଚ୍ଛ କରିବା ପାଇଁ ଏକାଠି ହେବାକୁ ସାମାଜିକ ଗଣ ମାଧ୍ୟମ ଏକ୍ସରେ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।