Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଷାକ୍ତ ବାୟୁ ବଳୟରେ ରାଜଧାନୀ ଦିଲ୍ଲୀ

National

ବିଷାକ୍ତ ବାୟୁ ବଳୟରେ ରାଜଧାନୀ ଦିଲ୍ଲୀ

Manini Pattanayak
Browse all articles by Manini Pattanayak
·2 years ago
ବିଷାକ୍ତ ବାୟୁ ବଳୟରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ରାଜଧାନୀରେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ଦିନକୁ ଦିନ ବେଶ ସଙ୍ଗୀନ ହେବାରେ ଲାଗିଛି। ସଵୁଦିନ ପରି ଗୁରୁବାର ମଧ୍ୟ ବିଷାକ୍ତ ବାୟୁ ବଳୟରେ ରହିଛି ଦିଲ୍ଲୀ। ଦିଲ୍ଲୀର ଅନେକ ସ୍ଥାନରେ AQI ସ୍ଥିତି ବେଶ ଭୟାବହ ରହିଛି।

AQICN ଅନୁସାରେ ଆନନ୍ଦବିବାହର ଅଞ୍ଚଳରେ 440, ନରେଲାରେ 460, ଜାହାଙ୍ଗିରପୁରୀରେ 503, ସୋନିଆ ବିହାରରେ 433, ବବାନାରେ 495, ମୁଣ୍ଡକାରେ 461, ଓଖଲାରେ 416, ପଞ୍ଜାବୀବାଗରେ 470 ଓ ଆରକେପୁରମରେ 417 ରହିଛି AQI ସ୍ଥିତି। ପ୍ରଦୂଷଣର ସ୍ଥିତିକୁ ନଜରରେ ରଖି CNG, ବିଜୁଳି ଓ ବିଏସ୍-୬ ଡିଜେଲ ଦ୍ଵାରା ଚାଳୁଥିବା ବସକୁ ଛାଡ଼ି ଅନ୍ୟ ବସର ପ୍ରବେଶକୁ ନେଇ ବାରଣ ଲଗାଇ ପାରନ୍ତି ଦିଲ୍ଲୀ ସରକାର।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
The toxic haze enveloping Delhi intensified as the air quality once again deteriorated to 'very poor' levels, attributed to stable atmospheric conditions. | Argus English