Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଫାଇଟର ଜେଟରେ ଉଡ଼ିଲେ ପ୍ରଧାନମନ୍ତ୍ରୀ

National

ଫାଇଟର ଜେଟରେ ଉଡ଼ିଲେ ପ୍ରଧାନମନ୍ତ୍ରୀ

Ritu Das
Browse all articles by Ritu Das
·2 years ago
ଫାଇଟର ଜେଟରେ ଉଡ଼ିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଯୁଦ୍ଧ ବିମାନରେ ଆକାଶରେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  କର୍ଣ୍ଣାଟକ ବେଙ୍ଗାଲୁରୁ ତେଜସ ବିମାନରେ ଉଡିଲେ ମୋଦି।  ବେଙ୍ଗାଲୁରୁରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡରେ ପହଞ୍ଚିବା ପରେ ମାନୁଫାକ୍ଚରିଂ ହବରେ ନିରୀକ୍ଷଣ କରିଥିଲେ। ଏହାପରେ ଉଡାଣ ଭରିଥିଲେ ମୋଦି। 

ଯାହାକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ମୋଦି। କହିଛନ୍ତି ଏହି ଅନୁଭବ ଅବିସ୍ମରଣୀୟ ଥିଲା।  ଦେଶର ସ୍ବଦେଶୀ କ୍ଷମତାକୁ ନେଇ ମୋ ଆତ୍ମବିଶ୍ବାସ ବଢ଼ିଛି ବୋଲି କହିଛନ୍ତି ମୋଦି। ତେଜସ ଲଢୁଆ ବିମାନ ୨ ହଜାର କିଲୋମିଟର ରେଞ୍ଜ କଭର କରିଥାଏ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime | Argus English