Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଋଷି ସୁନକ ଓ ତାଙ୍କ ପତ୍ନୀଙ୍କୁ ଭେଟିଲେ ଏସ୍‌. ଜୟଶଙ୍କର  

National

ଋଷି ସୁନକ ଓ ତାଙ୍କ ପତ୍ନୀଙ୍କୁ ଭେଟିଲେ ଏସ୍‌. ଜୟଶଙ୍କର  

Manini Pattanayak
Browse all articles by Manini Pattanayak
·2 years ago
ଋଷି ସୁନକ ଓ ତାଙ୍କ ପତ୍ନୀଙ୍କୁ ଭେଟିଲେ ଏସ୍‌. ଜୟଶଙ୍କର  

ନୂଆଦିଲ୍ଲୀ:  ଲଣ୍ଡନର ଟେନ୍‌ ଡାଉନିଂ ଷ୍ଟ୍ରିଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀଙ୍କୁ ଭେଟିଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଦୀପାବଳୀ ଅବସରରେ ନିଜ ପତ୍ନୀଙ୍କ ସହ ସୁନକ ଦଦମ୍ପତିଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

ଏହାସହ ଉପହାରରେ ଗଣେଶଙ୍କ ପ୍ରତିମୂର୍ତ୍ତି ଓ ବିରାଟ କୋହଲିଙ୍କ ସିଗନେଚର ହୋଇଥିବା ଏକ କ୍ରିକେଟ୍‌ ବ୍ୟାଟ୍‌  ଋଷି ସୁନକଙ୍କୁ ପ୍ରଦାନ କରିଛନ୍ତି ଜୟଶଙ୍କର । ଏନେଇ ସେ ଟ୍ବିଟ୍‌ କରି ମଧ୍ୟ ଜଣାଇଛନ୍ତି । ଆତିଥ୍ୟ ପାଇଁ ସୁନାକ ଦମ୍ପତିଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟ ଦେଶର ସମ୍ପର୍କ ସଜାଡିବାରେ ଭାରତ ଏବଂ ବ୍ରିଟେନ ସକ୍ରିୟ ଭାବରେ ଜଡିତ ଥିବା ସେ କହିଛନ୍ତି । ଏହି ଭେଟ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଋଷି ସୁନକ । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The foreign minister's wife, Kyoko Jaishankar, was also present. "Delighted to call on Prime Minister Rishi Sunak on Diwali Day. | Argus English