Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ  ଅନ୍ନ ଯୋଜନାର ଅବଧି ବଢିଲା 

National

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ  ଅନ୍ନ ଯୋଜନାର ଅବଧି ବଢିଲା 

Manini Pattanayak
Browse all articles by Manini Pattanayak
·2 years ago
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ  ଅନ୍ନ ଯୋଜନାର ଅବଧି ବଢିଲା 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ  ଅନ୍ନ ଯୋଜନାର ଅବଧି ବଢିଲା।  ଆଉ ୫ ବର୍ଷ ମାଗଣା ଚାଉଳ ଦେବେ କେନ୍ଦ୍ର ସରକାର।  କେନ୍ଦ୍ର କ୍ୟାବିନେଟ୍‌ ରେ ଏହି କୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। 

କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।  ଉପକୃତ ହେବେ ୮୧ କୋଟି ୩୫ ଲକ୍ଷ ହିତାଧିକାରୀ। 2028  ଡିସେମ୍ବର  ଯାଏଁ ମାଗଣା  ଚାଉଳ ଯୋଗାଇବାକୁ କେନ୍ଦ୍ରର ନିଷ୍ପତ୍ତି। 
ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The duration of Prime Minister Poor Welfare and Other Yojana has been extended | Argus English