|
logo
Live

Argus News - କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନର ବଡ ସଫଳତା

National

କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନର ବଡ ସଫଳତା

Banajyotshna Ray
Browse all articles by Banajyotshna Ray
·2 years ago
କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନର ବଡ ସଫଳତା

ଅର୍ଗସ ବ୍ୟୁରୋ:  କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ୍ ର ବଡ ସଫଳତା। ଦେଶରେ ୧୪ କୋଟି ଘରେ ପହଂଚିଲା ଟ୍ୟାପ୍ ୱାଟର୍ କନେକ୍ସନ୍। ଏହି ମିଶନ୍ ସାହାଯ୍ୟରେ ଦେଶର ଗ୍ରାମୀଣ ଅଂଚଳର ଲୋକମାନେ ସିଧା ସଳଖ ପାଇପ ଯୋଗେ ଶୁଦ୍ଧ ଜଳ ପାଇବା ପାରିଛନ୍ତି। ଏହି ମିଶନରେ ଆଉ ଏକ ପାଦ ଆଗରେ ପହଂଚି ୧୪ କୋଟି ଘରେ ଟ୍ୟାପ୍ ୱାଟର୍ କନେକ୍ସନ୍.ପହଂଚିପାରିଛି।

ଯାହା କେନ୍ଦ୍ର ସରକାରଙ୍କ ଜଳଜୀବନ ମିଶନର ଆଉ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ମିଶନର ସଫଳତା କାରଣରୁ ଗ୍ରାମୀଣ ଅଂଚଳରେ ମହିଳା ମାନେ ଘରେ ପାଣି ପାଇବା କାରଣରୁ ସେମାନଙ୍କ ପାଖରେ ଅନ୍ୟ କାମ ପାଇଁ ସମୟ ମିଳିବ। ଏହା ସହିତ ଏହି ମିଶନ ଜରିଆରେ ଲୋକମାନଙ୍କୁ ରୋଜଗାର ମଧ୍ୟ ମିଳିପାରିବ।ଜଳଜୀବନ ମିଶନରେ କିଛି ବର୍ଷ ମଧ୍ୟ ଦେଶର ୭୨ ପ୍ରତିଶତ ଘରେ ପାଇପ ଜଳ ସଂଯୋଗ ହୋଇପାରିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନର ବଡ ସଫଳତା | Argus English