|
logo
Live

Argus News - ଦିଲ୍ଲୀ-ମିରଟ ରିଜିଓନାଲ ରାପିଡ ଟ୍ରାନଜିଟ ସିଷ୍ଟମ ପରିଯୋଜନାକୁ ନେଇ କ୍ଷୁବ୍ଧ ସୁପ୍ରିମ କୋର୍ଟ

National

ଦିଲ୍ଲୀ-ମିରଟ ରିଜିଓନାଲ ରାପିଡ ଟ୍ରାନଜିଟ ସିଷ୍ଟମ ପରିଯୋଜନାକୁ ନେଇ କ୍ଷୁବ୍ଧ ସୁପ୍ରିମ କୋର୍ଟ

Jitendra Dash
Browse all articles by Jitendra Dash
·2 years ago
ଦିଲ୍ଲୀ-ମିରଟ ରିଜିଓନାଲ ରାପିଡ ଟ୍ରାନଜିଟ ସିଷ୍ଟମ ପରିଯୋଜନାକୁ ନେଇ କ୍ଷୁବ୍ଧ ସୁପ୍ରିମ କୋର୍ଟ

ଅର୍ଗସ ବ୍ୟୁରୋ : ଦିଲ୍ଲୀ-ମିରଟ ରିଜିଓନାଲ ରାପିଡ ଟ୍ରାନଜିଟ ସିଷ୍ଟମ ପରିଯୋଜନାକୁ ନେଇ ଦିଲ୍ଲୀ ସରକାର ଉପରେ ବର୍ଷିଲେ ସର୍ବୋଚ୍ଚ ନ୍ୟାୟାଳୟ । ଦିଲ୍ଲୀ ସରକାର ପକ୍ଷରୁ ଯୋଜନା ନେଇ ଫଣ୍ଡ ଦିଆଯାଇ ନଥିବାରୁ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ଏକ ସପ୍ତାହ ମଧ୍ୟ ବକେୟା ଥିବା ୪୧୫ କୋଟି ପ୍ରଦାନ କରିବାକୁ ଦେଇଛନ୍ତି ଅଲଟିମେଟମ୍ । 

ଅଧିକ ପଢନ୍ତୁ ଭାରତ ଖବର

ଯଦି ଦିଲ୍ଲୀ ସରକାର ଏହି ଅର୍ଥ ନ ଦିଅନ୍ତି ତେବେ ବିଜ୍ଞାପନ ବଜେଟରେ ରୋକ ଲଗାଇବାକୁ ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ସରକାର ୩ ବର୍ଷରେ ବିଜ୍ଞାପନ ବାବଦରେ ୧୧ଶହ କୋଟି ଖର୍ଚ୍ଚ କରିଥିବା ବେଳେ ଚଳିତ ବର୍ଷ ୫୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ RRTS ପରିଯୋଜନା ଅର୍ଥ ଦେଇନଥିବାରୁ ଦିଲ୍ଲୀ ସରକାରକୁ ଚରମବାଣି ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦିଲ୍ଲୀ-ମିରଟ ରିଜିଓନାଲ ରାପିଡ ଟ୍ରାନଜିଟ ସିଷ୍ଟମ ପରିଯୋଜନାକୁ ନେଇ କ୍ଷୁବ୍ଧ ସୁପ୍ରିମ କୋର୍ଟ | Argus English