|
logo
Live

Argus News - ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ 

National

ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ 

Smruti Parija
Browse all articles by Smruti Parija
·2 years ago
ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ 

ଅର୍ଗସ ବ୍ୟୁରୋ: ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ । ୪ଘଂଟା ଧରି ସ୍ୱତନ୍ତ୍ର ରୀତିନୀତି, ମନ୍ତ୍ରୋଚାରଣ ଓ ପୂଜା ବିଧି କରାଯିବା ସହ ବିଗ୍ରହକୁ ସ୍ଥାପନ କରାଯାଇଛି । ସୂଚନା ଅନୁସାରେ ମୂର୍ତିକାର ଅରୁଣ ଯୋଗୀରାଜ ବିଗ୍ରହ ସ୍ଥାପନ ସମୟରେ ଉପସ୍ଥିତ ଥିଲେ । 

୨୨ ତାରିଖରେ କରାଯିବ ପ୍ରାଣପ୍ରତିଷ୍ଠା ଓ ୨୩ ତାରିଖରୁ ରାମଲାଲାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ବୁଧବାର ଗର୍ଭଗୃହରେ ବିଗ୍ରହକୁ ପ୍ରବେଶ କରାଯାଇଥିଲା । କଡ଼ା ସୁରକ୍ଷା ସହ ବିଗ୍ରହକୁ ଘୋଡାଯାଇ ପ୍ରବେଶ କରାଯିବା ପରେ ଗୁରୁବାର ଶୁଭ ମୁହୁର୍ତରେ ସ୍ଥାପନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ  | Argus English