|
logo
Live

Argus News - ପ୍ରବଳ ଥଣ୍ଡାକୁ ବର୍ଷା ବିତ୍ପାତ୍ତ: ତାମିଲନାଡୁରେ ଜନଜୀବନ ଅସ୍ତବ୍ୟସ୍ତ

National

ପ୍ରବଳ ଥଣ୍ଡାକୁ ବର୍ଷା ବିତ୍ପାତ୍ତ: ତାମିଲନାଡୁରେ ଜନଜୀବନ ଅସ୍ତବ୍ୟସ୍ତ

Ritu Das
Browse all articles by Ritu Das
·2 years ago
ପ୍ରବଳ ଥଣ୍ଡାକୁ ବର୍ଷା ବିତ୍ପାତ୍ତ: ତାମିଲନାଡୁରେ ଜନଜୀବନ ଅସ୍ତବ୍ୟସ୍ତ

ଅର୍ଗସ ବ୍ୟୁରୋ: ସାରା ଦେଶରେ ଶୀତର ଲହରୀ ଜାରି ରହିଛି । ଏହାରି ଭିତରେ କିନ୍ତୁ ତାମିଲନାଡୁରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ରାସ୍ତା ଘାଟ ସହିତ ଘର ଭିତରେ ପାଣି ପଶିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି ।

କନ୍ୟାକୁମାରୀ, ତିରୁନେଲଭି, ଥୋଠୁକୁଡି ଏବଂ ତେନକାସି ଜିଲ୍ଲାରେ ଆଜି ସ୍କୁଲ ଛୁଟି ଘୋଷଣା ହୋଇଛି । ବର୍ଷା ଅଧିକ ହେଉଥିବାରୁ ଟ୍ରେନ ସେବା ମଧ୍ୟ ବ୍ୟାହତ ହୋଇଛି। କିଛି ଟ୍ରେନ ସମ୍ପୂର୍ଣ୍ଣ ଭାବେ ବାତିଲ ହୋଇଥିବା ବେଳେ ଆଉ କିଛି ଟ୍ରେନର ଗତିପଥ ବଦଳାଯାଇଥିବା ସୂଚନା ରହିଛି । ଅନେକ ଲୋକ ପାଣିଘେରରେ ଥିବାରୁ ସରକାର ତରଫରୁ ରିଲିଫ କ୍ୟାମ୍ପର ବ୍ୟବସ୍ଥା ହୋଇଛି । ଲୋକଙ୍କୁ ଖୁଖିଲା ଖାଦ୍ୟ ଦିଆଯାଉଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରବଳ ଥଣ୍ଡାକୁ ବର୍ଷା ବିତ୍ପାତ୍ତ: ତାମିଲନାଡୁରେ ଜନଜୀବନ ଅସ୍ତବ୍ୟସ୍ତ | Argus English