Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଦେଶ ନୁହେଁ, ଦେଶର ପର୍ଯ୍ୟଟନକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

National

ବିଦେଶ ନୁହେଁ, ଦେଶର ପର୍ଯ୍ୟଟନକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

Ritu Das
Browse all articles by Ritu Das
·2 years ago
ବିଦେଶ ନୁହେଁ, ଦେଶର ପର୍ଯ୍ୟଟନକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ଅର୍ଗସ ବ୍ୟୁରୋ: ବିଦେଶ ନୁହେଁ, ଦେଶର ପର୍ଯ୍ୟଟନକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଏବେ ପୂରା ଦେଶରେ ଗୋଟିଏ ଆନ୍ଦୋଳନର ରୂପ ନେଇଛି। ଏବେ ମାଲଦ୍ବୀପ୍ ନୁହେଁ ଲକ୍ଷ୍ୟଦ୍ବୀପ ସାଜିଛି ସମସ୍ତଙ୍କ ପ୍ରଥମ ପସନ୍ଦ। 

ମାଲଦ୍ବୀପର ଜଣେ ମନ୍ତ୍ରୀଙ୍କ ବିବାଦୀୟ ବୟାନ ଏବଂ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟଦ୍ବୀପ ଗସ୍ତ ପରେ ଏବେ ଲକ୍ଷ୍ୟଦ୍ବୀପ ମୁହାଁ ହୋଇଛନ୍ତି ବଲିଉଡର ବଡ଼ ବଡ଼ ସେଲିବ୍ରିଟି। ଆଗାମୀ ଦିନରେ ଲକ୍ଷ୍ୟଦ୍ବୀପ ପର୍ଯ୍ୟଟନର ନୂଆ କ୍ୟାପିଟାଲ ହେବାକୁ ଯାଉଛି। କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଏବେ ଲାକ୍ଷାଦ୍ବୀପର କିଛି ଫଟୋକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଏବଂ ବଲିଉଡର ଅଭିନେତା ଅଭିନେତ୍ରୀ ଲାକ୍ଷାଦ୍ବୀପକୁ ପ୍ରମୋଟ କରିବାରେ ଲାଗିପଡ଼ିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister's | Argus English