Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  କଂଗ୍ରେସ ସଭାପତି  ରିମୋର୍ଟ ଦ୍ୱାରା ନିୟନ୍ତ୍ରିତ : ମୋଦି 

National

 କଂଗ୍ରେସ ସଭାପତି  ରିମୋର୍ଟ ଦ୍ୱାରା ନିୟନ୍ତ୍ରିତ : ମୋଦି 

Manini Pattanayak
Browse all articles by Manini Pattanayak
·2 years ago
 କଂଗ୍ରେସ ସଭାପତି  ରିମୋର୍ଟ ଦ୍ୱାରା ନିୟନ୍ତ୍ରିତ : ମୋଦି 

ନୂଆଦିଲ୍ଲୀ:  କଂଗ୍ରେସ ଦଳ ପ୍ରତି ସାବଧାନ ରହିବାର  ସମୟ ଆସିଛି। ଗରିବ ଲୋକଙ୍କର ଟଙ୍କା ଛଡ଼ାଇ ନେବା, ଘୋଟାଲାରେ ଲିପ୍ତ ରହିବା ଦଳ ହେଉଛି   କଂଗ୍ରେସ । କଂଗ୍ରେସ ପାଇଁ   ରାଜ୍ୟ ଏବଂ ଦେଶର ବିକାଶ  ଗୁରୁତ୍ୱପୂର୍ଣ୍ଣ ନୁହେଁ  ବୋଲି ଆଜି ନିର୍ବାଚନ ରାଲିରେ କହିଛନ୍ତି ପ୍ରଧାନମନ୍ତ୍ରୀ।  କଂଗ୍ରେସ ସଭାପତି  ରିମୋର୍ଟ ଦ୍ୱାରା ନିୟନ୍ତ୍ରିତ ।

 ରିମୋଟ ଅନୁସାରେ, ସେ ସନାତନ ଧର୍ମ  କୁ ଦୁର୍ବ୍ୟବହାର କରନ୍ତି । ଗାଳି ଦିଅନ୍ତି ବୋଲି କହି ବିରୋଧୀ କଂଗ୍ରେସକୁ କଡା ସମାଲେଚନା କରିଥିଲେ ପ୍ରଧାନମନ୍ତ୍ରୀ।  ମଧ୍ୟପ୍ରଦେଶରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ୨ ଦିନ ଧରି ମଧ୍ୟପ୍ରଦେଶର ବିଭିନ୍ନ ନିର୍ବାଚନ ରାଲିକୁ  ସମ୍ବୋଧନ କରୁଛନ୍ତି। ଆଜି ଗୋଆଲିଅର , ଚମ୍ବଲ ନିର୍ବାଚନ ରାଲି ରେ ଜୋଗ ଦେବା ପୂର୍ବରୁ ଦାମୋହ ଠାରେ ନିର୍ବାଚନ ରାଲି କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi Tuesday said the Congress boycotted a meeting on the appointment of the Chief Information Commissioner because they “hate Dalits”. On Monday | Argus English