Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଉ କିଛି ସମୟର ଅପେକ୍ଷା 

National

 ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଉ କିଛି ସମୟର ଅପେକ୍ଷା 

Manini Pattanayak
Browse all articles by Manini Pattanayak
·2 years ago·1 min read
 ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଉ କିଛି ସମୟର ଅପେକ୍ଷା 

ନୂଆଦିଲ୍ଲୀ: ୫୦୦ ବର୍ଷର ଅପେକ୍ଷା ଶେଷ। ଅଯୋଧ୍ୟାରେ  ପ୍ରିତିଷ୍ଠା ହେବେ ରାମଲଲା। ଦେଶ ବିଦେଶରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ଛୁଟିଛି ସୁଅ। ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଆଗମନ ହେଉଛି।  ଏହାରି ମଧ୍ୟରେ ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।   ମୋଦିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଅଧିକ ପଢନ୍ତୁ : ୫୦୦ ବର୍ଷ ଅପେକ୍ଷାର ଅନ୍ତ, ବିରାଜିବେ ରାମଲଲା

 ଶେଷରେ ସେହି ମୁହୂର୍ତ୍ତ ଉପସ୍ଥିତ ଯାହାର ଅପେକ୍ଷା କେଉଁ  ସମୟରୁ ଥିଲା। ପିଏମ ମୋଦି  ମୁଖ୍ୟ ଯଜମାନର ଦାୟିତ୍ୱ ନେବେ।  ୧୧ ଦିନ ହେବ ପିଏମ ମୋଦି ରାମଙ୍କ ପାଇଁ ଉପବାସରେ ରହିଛନ୍ତି।   ସିଏମ ଯୋଗୀ ମଧ୍ୟ  ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି।  ନିର୍ଦ୍ଧାରିତ ସମୟରେ ହେବ ପ୍ରାଣ ପ୍ରତିଷ୍ଠା।  ୧୨ଟା  3୦ ମିନିଟ୍‌  ୩୨ ସେକେଣ୍ଡରୁ ଆରମ୍ଭ ହେବ ପ୍ରାଣ ପ୍ରତିଷ୍ଠା।   ଆଜି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୋଦିଙ୍କ ସଂକଳ୍ପ ପୁରା ହେବ। 
ଅଧିକ  ପଢନ୍ତୁ : ମୋବାଇଲରେ ମଧ୍ୟ ଦେଖିପାରିବେ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi arrived in ayodhya, today is prana pratishta ceremony | Argus English