Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କଲ୍ ରିସିଭ୍ ନକରିବାକୁ ସ୍ତ୍ରୀର ଗଳା ଚିପି ହତ୍ୟା କଲା ସ୍ବାମୀ

National

କଲ୍ ରିସିଭ୍ ନକରିବାକୁ ସ୍ତ୍ରୀର ଗଳା ଚିପି ହତ୍ୟା କଲା ସ୍ବାମୀ

Jitendra Dash
Browse all articles by Jitendra Dash
·2 years ago
କଲ୍ ରିସିଭ୍ ନକରିବାକୁ ସ୍ତ୍ରୀର ଗଳା ଚିପି ହତ୍ୟା କଲା ସ୍ବାମୀ

ଅର୍ଗସ ବ୍ୟୁରୋ : କର୍ଣ୍ଣାଟକର ବେଙ୍ଗାଲୁରୁରେ ବୀଭତ୍ସ ହତ୍ୟା । କଲ୍ ରିସିଭ୍ ନକରିବାକୁ ସ୍ତ୍ରୀର ଗଳା ଚିପି ହତ୍ୟା କଲା ସ୍ବାମୀ । ପତ୍ନୀ ପୈତୃକ ଗାଁରେ ହସକୋଟେରେ ରହୁଥିବା ବେଳେ ଅଭିଯୁକ୍ତ ସ୍ବାମୀ ୨୩୦ କିମି ଦୂର ଚାମରାଜନଗର ସହରରେ କନଷ୍ଟେବଲ୍ ଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

କୌଣସି କାରଣ ପାଇଁ ପତ୍ନୀକୁ କଲ୍ କରିଥିଲା ହେଲେ ୧୫୦ କଲ୍ ପରେ ମଧ୍ୟ ପତ୍ନୀ କଲ୍ ରିସିଭ୍ କରିନଥିଲେ । ପରେ ଅଭିଯୁକ୍ତ ରାଗିଯାଇ ୨୩୦ କିମି ପତ୍ନୀଙ୍କ ପୈତୃକ ଘରକୁ ଯାଇ ପ୍ରଥମେ ନିଜେ କୀଟନାଷକ ଔଷଧ ପିଇଥିଲା ଓ ପରେ ସ୍ତ୍ରୀର ଗଳାଚିପି ହତ୍ୟା କରିଥିଲା । ତେବେ କେବଳ ସନ୍ଦେହ ପାଇଁ ଏତେ ବଡ଼ ଅଘଟଣ ଘଟିଥିବା କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police arrest senior geologist’s former car driver | Argus English