ପାକିସ୍ତାନରେ ପିଲାଙ୍କ ଜୀବନ ନେଉଛି ନିମୋନିଆ
·2 years ago

ନୂଆଦିଲ୍ଲୀ : ପାକିସ୍ତାନରେ ଆତଙ୍କ । ତିନି ସପ୍ତାହ ମଧ୍ୟରେ ଗଲାଣି ୨୨୦ ଜଣ ପିଲାଙ୍କ ଜୀବନ । ଏହା ସରକାରୀ ରିପୋର୍ଟ କିନ୍ତୁ ପ୍ରକୃତରେ ଏହି ମୃତ୍ୟୁ ସଂଖ୍ୟା ଅଧିକ ଥିବା ନେଇ କୁହାଯାଉଛି। ମୃତ୍ୟୁ ବରଣ କରିଥିବା ପିଲାଙ୍କୁ ନିମୋନିଆ ହୋଇଥିବା ଅଭିଯୋଗ ହୋଇଥିଲା।
ଏଥିସହିତ ମୃତ୍ୟୁବରଣ କରିଥିବା ପିଲାଙ୍କୁ ନିମୋନିଆର ଭ୍ୟାକସିନ ଦିଆଯାଇନଥିଲା। ଏହି ପିଲାମାନଙ୍କର ରୋଗପ୍ରତିରୋଧକ କ୍ଷମତା ମଧ୍ୟ ବହୁତ ଦୁର୍ବଳ ଥିଲା ବୋଲି କୁହାଯାଉଛି। ଗତବର୍ଷ ନିମୋନିଆରେ ୧୦୦୦ ପାଖାପାଖି ପିଲାଙ୍କ ମୃତ୍ୟୁ ହୋଇଥିଲା।
ଅଧିକ ପଢନ୍ତୁ ବିଦେଶ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: