|
logo
Live

Argus News - 2024 ଜାନୁଆରୀ 22 ତାରିଖରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

National

2024 ଜାନୁଆରୀ 22 ତାରିଖରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

Banajyotshna Ray
Browse all articles by Banajyotshna Ray
·2 years ago
2024 ଜାନୁଆରୀ 22 ତାରିଖରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଅର୍ଗସ ବ୍ୟୁରୋ:  2024 ଜାନୁଆରୀ 22 ତାରିଖ ଦିନ 12ଟା 30 ମିନିଟରେ ମୃଗଶିରା ନକ୍ଷେତ୍ରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ନିମନ୍ତ୍ରଣ ଜଣାଇଛନ୍ତି ଶ୍ରୀ ରାମ ଜନ୍ମଭୁମୀ ତୀର୍ଥ କମିଟିର ସଦସ୍ୟ । 17 ଜାନୁଆରୀରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । 5 ଦିନ ଯାଏ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାରି ରହିବ ।

ସାରା ଦେଶର ମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ତିନି ମହଲା ବିଶିଷ୍ଟ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଛି । ରାମଲାଲାଙ୍କୁ ମନ୍ଦିରର ଗର୍ଭଗୃହରେ ସ୍ଥାପନା ସମାରୋହରେ ମନ୍ଦିର ପରିସରରେ ପ୍ରବେଶ ପାଇଁ ପ୍ରାୟ 10 ହଜାର ଅତିଥିଙ୍କୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2024 ଜାନୁଆରୀ 22 ତାରିଖରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା | Argus English