Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସନ୍ତା ୩୦ରେ ଶ୍ରୀରାମ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

National

ଆସନ୍ତା ୩୦ରେ ଶ୍ରୀରାମ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ଆସନ୍ତା ୩୦ରେ ଶ୍ରୀରାମ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆସନ୍ତା 30 ତାରିଖରେ ମର୍ଯ୍ୟାଦା ପୁରୁଷତ୍ତମ ଶ୍ରୀରାମ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 6 ଜାନୁଆରୀରୁ ଦେବ ଭୂମି ଅଯୋଧ୍ୟା ସହ ଦେଶର ଅନେକ ପ୍ରମୁଖ ସହର ସହିତ ବିମାନପଥରେ ଯୋଗାଯୋଗ ହେବ। ଦିଲ୍ଲୀ ,ମୁମ୍ବାଇ,ଚେନ୍ନାଇ,କୋଲକାତା,ବାଙ୍ଗାଲୋର ,ହାଇଦ୍ରାବାଦ ସମେତ ଅନେକ ବଡ଼ ବଡ଼ ସହର ଅଯୋଧ୍ୟା ସହ ସଂଯୁକ୍ତ ହେବେ । ଘଣ୍ଟାପ୍ରତି ଦୁଇ ରୁ ତିନିଟି ବିମାନ ଉଡ଼ାଣ କରିବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi to inaugurate Ayodhya airport on Dec 30 | Argus English