Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ଦିଲ୍ଲୀ ଲାଲ୍ କିଲ୍ଲାରେ ପାଳନ ହେବ ପରାକ୍ରମ ଦିବସ

National

ଆଜି ଦିଲ୍ଲୀ ଲାଲ୍ କିଲ୍ଲାରେ ପାଳନ ହେବ ପରାକ୍ରମ ଦିବସ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ଦିଲ୍ଲୀ ଲାଲ୍ କିଲ୍ଲାରେ ପାଳନ ହେବ ପରାକ୍ରମ ଦିବସ

ଅର୍ଗସ ବ୍ୟୁରୋ:  ଆଜି ଦିଲ୍ଲୀ ଲାଲ୍ କିଲ୍ଲାରେ ପାଳନ ହେବ ପରାକ୍ରମ ଦିବସ । ନେତାଜୀ  ଏବଂ ଆଜାଦ ହିନ୍ଦ ଫୌଜ୍‌କୁ ମନେ ପକାଉଛି ଦେଶ । ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ  ସାଂସ୍କୃତିକ ପ୍ରଦର୍ଶନୀ ସହିତ ଦେଶର ସମୃଦ୍ଧ ବିବିଧତାକୁ କରାଯିବ ପ୍ରଦର୍ଶିତ ।  ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜଙ୍କ ଉଲ୍ଲେଖନୀୟ ଯାତ୍ରାକୁ ବର୍ଣ୍ଣନା କରୁଥିବା ବିରଳ ଫଟୋ ଏବଂ ଦସ୍ତାବିଜ ପ୍ରଦର୍ଶନ କରି ଅଭିଲେଖାଗାର ପ୍ରଦର୍ଶନ ମାଧ୍ୟମରେ ପର୍ଯ୍ୟଟକମାନେ ଏକ ଆକର୍ଷଣୀୟ ଅନୁଭୂତି ସହିତ ଜଡ଼ିତ ହେବାର ସୁଯୋଗ ପାଇବେ । ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜାନୁଆରୀ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଭାରତ ପର୍ବର ଶୁଭାରମ୍ଭ କରିବେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi to attend 'Parakram Diwas' celebrations at Red Fort today | Argus English