Videos
|
National

ରାମ ମନ୍ଦିର ନିର୍ମାଣର ଅଗ୍ରଗତି ନେଇ ମୋଦିଙ୍କ ସହ ଆଲୋଚନା 

Manini Pattanayak
Browse all articles by Manini Pattanayak
·2 years ago
ରାମ ମନ୍ଦିର ନିର୍ମାଣର ଅଗ୍ରଗତି ନେଇ ମୋଦିଙ୍କ ସହ ଆଲୋଚନା 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ରାମ ମନ୍ଦିର ନିର୍ମାଣର ଅଗ୍ରଗତି ନେଇ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି।

ଏହା ଅଯୋଧ୍ୟାରେ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ମାଣର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।  ଏହି ଅବସରରେ ଏକ ପୁସ୍ତକ ଭେଟି ଦେଇଛନ୍ତି ଯୋଗୀ। ଏହାସହ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି  ଯୋଗୀ।  
 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi reviewed progress of development projects, including Ayodhya airport and preparations for Ram Temple inauguration. | Argus English