Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜୟପୁରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ

National

ଜୟପୁରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ

Banajyotshna Ray
Browse all articles by Banajyotshna Ray
·2 years ago
ଜୟପୁରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ

ଅର୍ଗସ ବ୍ୟୁରୋ: ଗଣତନ୍ତ୍ର ଦିବସ ପୂର୍ବରୁ ଉତ୍ସବମୁଖର ରାଷ୍ଟ୍ର। ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ  ଦୁଇ ଦିନିଆ ଭାରତ ଗସ୍ତରେ ଜୟପୁରରେ ପହଞ୍ଚିଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବଂ ରାଜ୍ୟପାଳ କଲରାଜ ମିଶ୍ର ତାଙ୍କୁ ସ୍ବାଗତ କରିଥିଲେ। ମାକ୍ରୋନ ମୁଖ୍ୟ ଅତିଥି ଭାବରେ ଗଣତନ୍ତ୍ର ଦିବସ ପରେଡରେ ଯୋଗଦେବେ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ରାଜସ୍ଥାନ ଜୟପୁରର ଆମେର୍‌ ଦୁର୍ଗରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବା ପାଇଁ ସେଠାରେ ଏକତ୍ରିତ ହୋଇଥିବା ସ୍କୁଲ ଛାତ୍ରୀଛାତ୍ରମାନଙ୍କୁ ଭେଟିଥିଲେ। ପରେ ଜୟପୁରରେ ପହଞ୍ଚି ମାକ୍ରନଙ୍କ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଜୟପୁରରେ ଏକ ବିଶାଳ ରୋଡ ଶୋରେ ସାମିଲ ହୋଇଥିଲେ ଦୁଇ ବିଶ୍ବନେତା।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi, French President Macron hold talks in Jaipur to elevate ties | Argus English