Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ପିଏମ୍

National

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ପିଏମ୍

Banajyotshna Ray
Browse all articles by Banajyotshna Ray
·2 years ago
ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ପିଏମ୍

ଅର୍ଗସ ବ୍ୟୁରୋ:  5ଟି ରାଜ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ମାଧ୍ୟମରେ  ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ଏବଂ ତେଲଙ୍ଗାନା ରାଜ୍ୟ ପାଇଁ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ପିଏମ୍। ଏହି ଅବସରରରେ ଲାଭାର୍ଥୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ପିଏମ କହିଛନ୍ତି ଆମ ସରକାର ମଧ୍ୟବିତ୍ତ ପରିବାରଗୁଡ଼ିକର ପକ୍କା ଘର ସ୍ୱପ୍ନକୁ ପୂରା କରିଛନ୍ତି।

ସେହିପରି ଛୋଟ ସହର ଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ଏବେ ଜୋର ଲଗାଉଛନ୍ତି। ସ୍ବାଧୀନତା ପରେ ଯାହା ବିକାଶ ହେଲା ତାହା ବଡ଼ ସହର ପର୍ଯ୍ୟନ୍ତ ସୀମିତ ରହିଥିଲା। ହେଲେ ଏବେ ଛୋଟ ସହରର ବିକାଶ ପାଇଁ ଜୋରଦାର କାମ କରୁଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
PM Modi flags off Viksit Bharat Sankalp Yatra in 5 states | Argus English