|
logo
Live

Argus News - ଜାମ୍ମୁ, କାଶ୍ମୀର ଏବଂ ଲଦାଖ ପାଇଁ ଏହା ଐତିହାସିକ ରାୟ : ମୋଦି 

National

ଜାମ୍ମୁ, କାଶ୍ମୀର ଏବଂ ଲଦାଖ ପାଇଁ ଏହା ଐତିହାସିକ ରାୟ : ମୋଦି 

Manini Pattanayak
Browse all articles by Manini Pattanayak
·2 years ago·1 min read
ଜାମ୍ମୁ, କାଶ୍ମୀର ଏବଂ ଲଦାଖ ପାଇଁ ଏହା ଐତିହାସିକ ରାୟ : ମୋଦି 

ନୂଆଦିଲ୍ଲୀ:  ଧାରା ୩୭୦ ଉଚ୍ଛେଦ କାଏମ।  ୩୭୦ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ। ୩୭୦' ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ କୋର୍ଟ। ଜମ୍ମୁ କାଶ୍ମୀରରେ  ଧାରା 370 ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ଐତିହାସିକ ବୋଲି  ଟୁଇଟ୍‌ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Narendra Modi (@narendramodi) December 11, 2023

ସୁପ୍ରିମକୋର୍ଟଙ୍କ  ରାୟ ସାମ୍ବିଧାନିକ ଭାବେ ଭାରତ ସଂସଦ ଦ୍ବାରା  5 ଅଗଷ୍ଟ 2019 ରେ ନିଆଯାଇଥିବା ନିଷ୍ପତ୍ତିକୁ ବଡ ସମର୍ଥନ କୁ ଦର୍ଶାଉଛି ।  ଜାମ୍ମୁ, କାଶ୍ମୀର ଏବଂ ଲଦାଖରେ ଆମର ଭଉଣୀ ଏବଂ ଭାଇମାନଙ୍କ ପାଇଁ ଏହା ଆଶା, ପ୍ରଗତି ଏବଂ ଏକତାର ଏକ ଘୋଷଣାନାମା ବୋଲି  ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ। 

ଅଧିକ ପଢନ୍ତୁ ଭାରତ ଖବର 

Sponsored
ଜାମ୍ମୁ, କାଶ୍ମୀର ଏବଂ ଲଦାଖ ପାଇଁ ଏହା ଐତିହାସିକ ରାୟ : ମୋଦି  | Argus English