|
logo
Live

Argus News - ବାଘ- ଭାଲୁଙ୍କ ଆକ୍ରମଣରେ ଲୋକେ ଆତଙ୍କିତ

National

ବାଘ- ଭାଲୁଙ୍କ ଆକ୍ରମଣରେ ଲୋକେ ଆତଙ୍କିତ

Manini Pattanayak
Browse all articles by Manini Pattanayak
·2 years ago
ବାଘ- ଭାଲୁଙ୍କ  ଆକ୍ରମଣରେ ଲୋକେ ଆତଙ୍କିତ

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶର  ପିଲିଭିତ ଜିଲ୍ଲାରେ ଜଙ୍ଗଲି ଯନ୍ତୁଙ୍କ ଆତଙ୍କ ।   ବିଲରେ ଥିବା  ଜଣେ କୃଷକଙ୍କୁ ଭାଲୁ ମାରିଦେଇଥିବାବେଳେ ବିଲରେ ଘାଷ କାଟୁଥିବା ମହିଳାଙ୍କ ଉପରେ  ଆକ୍ରମଣ କରିଥିଲା ଭାଲୁ। 


ସେହିପରି ବାଘ ଆକ୍ରମଣରେ ଜଣେ ମହିଳା ମଧ୍ୟ ଗୁରୁତର । ଉକ୍ତ ମହିଳାଙ୍କ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି। ବନବିଭାଗରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଜାରୀ ରଖିଛନ୍ତି। 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାଘ- ଭାଲୁଙ୍କ ଆକ୍ରମଣରେ ଲୋକେ ଆତଙ୍କିତ | Argus English