ହନୁମାନ ଚାଳିସା ପାଠ, ଭୂମିରୁ ଆକାଶ ପର୍ଯ୍ୟନ୍ତ ଗୁଞ୍ଜରିତ ହେଲା ରାମ ନାମ
·2 years ago

ଅର୍ଗସ ବ୍ୟୁରୋ: ହନୁମାନ ଚାଳିସା ପାଠରେ ପ୍ରକମ୍ପିତ ହେଲା ବିମାନ । ଭୂମିରୁ ଆକାଶ ପର୍ଯ୍ୟନ୍ତ ଗୁଞ୍ଜରିତ ହେଲା ରାମ ନାମ । ଅଯୋଧ୍ୟା ବିମାନବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଭବ୍ୟ ଦୃଶ୍ୟ । ପ୍ରଧାନମନ୍ତ୍ରୀ ମହର୍ଷି ବାଲ୍ମିକୀ ବିମାନ ବନ୍ଦରର ଲୋକାର୍ପଣ କରିବା ପରେ ଯେତେବେଳେ ବିମାନ ପ୍ରଥମ ଉଡ଼ାଣ ଭରିଲା ସେଠାରେ ବିମାନରେ ଥିବା ଯାତ୍ରୀମାନେ ହନୁମାନ ଚାଳିସା ପାଠ କରିଥିଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: