ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ
·2 years ago

ନୂଆଦିଲ୍ଲୀ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକରେ ମୋହନଙ୍କ ନାରେ ଲାଗିଲା ମୋହର।ଉଜୈନ ଦକ୍ଷୀଣ ଆସନରୁ ବିଧାୟକ ଅଛନ୍ତି ମୋହନ ।
୨୦୨୩ ମସିହାରେ ପ୍ରଥମେ ବିଧାୟକ ନିର୍ବାଚିତ ହୋଇଥିଲେ ମୋହନ ଯାଦବ। ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ମୋହନ ଯାଦବ । ସେହିପରି ମଧ୍ୟପ୍ରଦେଶରେ ନୂଆ ବାଚସ୍ପତି ହେବେ ନରେନ୍ଦ୍ର ତୋମାର । ମଧ୍ୟପ୍ରଦେଶରେ ରହିବେ ୨ଟି ଉପମୁଖ୍ୟମନ୍ତ୍ରୀ । ଜଗଦୀଶ ଦେବଡା ଓ ରାଜେନ୍ଦ୍ର ଶୁକ୍ଲା ହେବେ ଉପମୁଖ୍ୟମନ୍ତ୍ରୀ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: